‘ଆପଣଙ୍କୁ ଇଶ୍ୱର ବାଛିଛନ୍ତି…’: ପିଏମ୍‌ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକୀୟ କଣ୍ଠଶିଳ୍ପୀ

ନୂଆଦିଲ୍ଲୀ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଚଳିତ ଥର ନିଜ ଦମ୍‌ରେ ବିଜେପିକୁ ବହୁମତ ମିଳିନାହିଁ କିନ୍ତୁ NDAକୁ ମିଳିଛି। ଏହାକୁ ନେଇ ଏନଡିଏର କାର୍ଯ୍ୟକର୍ତ୍ତା ସେଲିବ୍ରେସନ କରୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହଲିଉଡ୍ ଅଭିନେତ୍ରୀ ମେରୀ ମିଲବେନ୍। ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ଆପଣଙ୍କୁ ଇଶ୍ୱର ଚୟନ କରିଛନ୍ତି।ମେରୀ ମିଲବେନ ଏକ୍ସରେ ଲେଖିଛନ୍ତି ଯେ ମୋର ପ୍ରିୟ ଭାରତବାସୀ.. ନମସ୍କାର। ଆଜିର ଦିନ ଭାରତ ଓ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ। ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜିତିବା ନୂଆ ଭାରତର ପୁଣି ଆରମ୍ଭ। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚିତ ହେବା ପରେ ଆମେରିକାରୁ ଶୁଭେଚ୍ଛା ଜଣାଇବାରେ ମୁଁ ପ୍ରଥମ ବ୍ୟକ୍ତି। ମୁଁ ଆପଣଙ୍କ ପାଇଁ ବହୁତ ଖୁସି। ଆପଣ ଭାରତରୁ ନିର୍ବାଚିତ ହେଉଥିବା ନେତା, ଯାହାଙ୍କୁ ଭଗବାନ ଓ ଭାରତର ଲୋକ ବାଛିଛନ୍ତି।My beloved India, Namaste. Today marks a historic day for India and the world. The reelection of my friend, His Excellency Prime Minister @narendramodi and the dawn of a New India.Let me be one of the first from America to congratulate you on your reelection, Prime Minister… pic.twitter.com/p2vNhjC

‘ଆପଣଙ୍କୁ ଇଶ୍ୱର ବାଛିଛନ୍ତି…’: ପିଏମ୍‌ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକୀୟ କଣ୍ଠଶିଳ୍ପୀ

ନୂଆଦିଲ୍ଲୀ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଚଳିତ ଥର ନିଜ ଦମ୍‌ରେ ବିଜେପିକୁ ବହୁମତ ମିଳିନାହିଁ କିନ୍ତୁ NDAକୁ ମିଳିଛି। ଏହାକୁ ନେଇ ଏନଡିଏର କାର୍ଯ୍ୟକର୍ତ୍ତା ସେଲିବ୍ରେସନ କରୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହଲିଉଡ୍ ଅଭିନେତ୍ରୀ ମେରୀ ମିଲବେନ୍। ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ଆପଣଙ୍କୁ ଇଶ୍ୱର ଚୟନ କରିଛନ୍ତି।

ମେରୀ ମିଲବେନ ଏକ୍ସରେ ଲେଖିଛନ୍ତି ଯେ ମୋର ପ୍ରିୟ ଭାରତବାସୀ.. ନମସ୍କାର। ଆଜିର ଦିନ ଭାରତ ଓ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ। ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜିତିବା ନୂଆ ଭାରତର ପୁଣି ଆରମ୍ଭ। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚିତ ହେବା ପରେ ଆମେରିକାରୁ ଶୁଭେଚ୍ଛା ଜଣାଇବାରେ ମୁଁ ପ୍ରଥମ ବ୍ୟକ୍ତି। ମୁଁ ଆପଣଙ୍କ ପାଇଁ ବହୁତ ଖୁସି। ଆପଣ ଭାରତରୁ ନିର୍ବାଚିତ ହେଉଥିବା ନେତା, ଯାହାଙ୍କୁ ଭଗବାନ ଓ ଭାରତର ଲୋକ ବାଛିଛନ୍ତି।

ମେରି ଆହୁରି କହିଛନ୍ତି ଯେ ଆପଣ ଦୁନିଆ ସବୁଠୁ ଲୋକପ୍ରିୟ ଦେଶ ତଥା ୫ମ ସର୍ବବୃହତ ଅର୍ଥବ୍ୟବସ୍ଥା ଉପରେ ଶାସନ କରୁଛନ୍ତି।