ଆଶାଠାରୁ ଅଧିକ ଫଳ ପ୍ରାପ୍ତି ହେବ, ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି
ମେଷ- ଅଯଥା ବ୍ୟୟ ଯୋଗ ରହିଛି । ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟ ଚାପ ଆସିପାରେ । ଏହି କାରଣରୁ, ଉତ୍ତେଜନା ପରିସ୍ଥିତି ରହିବ ।ବୃଷ- ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି। ଆଶାଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶାନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକିରହିଥିବା ଟଙ୍କା ମଧ୍ୟ ଫେରିଆସିପାରେ ।କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଭାଇଭଉଣୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି । ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ ।କନ୍ୟା- ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ
ମେଷ- ଅଯଥା ବ୍ୟୟ ଯୋଗ ରହିଛି । ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟ ଚାପ ଆସିପାରେ । ଏହି କାରଣରୁ, ଉତ୍ତେଜନା ପରିସ୍ଥିତି ରହିବ ।
ବୃଷ- ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି। ଆଶାଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।
ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶାନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକିରହିଥିବା ଟଙ୍କା ମଧ୍ୟ ଫେରିଆସିପାରେ ।
କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଭାଇଭଉଣୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ।
ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି । ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ ।
କନ୍ୟା- ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ ।
ତୁଳା- ଦିନଟିରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ପରିବାର ସାମ୍ନାରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ, ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।
ବିଛା- ଯେକୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । କର୍ମ କ୍ଷେତ୍ରରେ ସାହାଯ୍ୟ ପାଇବେ । ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।
ଧନୁ- ଘାତ ଚନ୍ଦ୍ର ଯୋଗୁଁ ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେଇପାରେ । ସାବଧାନତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ । ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ, ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ମକର- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ ।
କୁମ୍ଭ- ଅଧିକ ପରିଶ୍ରମରେ ଦିନଟି ଅତିବାହିତ ହେବ। ଦିନରେ ଅସ୍ଥିରତା ଅନୁଭବ ହୋଇପାରେ ଏବଂ ପ୍ରକୃତିରେ ଉତ୍ତେଜନା ପ୍ରାଧାନ୍ୟ ବିସ୍ତାର କରିବ, କିନ୍ତୁ ଅପରାହ୍ନ ସୁଦ୍ଧା ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ।
ମୀନ- ରାଶିରେ ଶ୍ରୀ ଚନ୍ଦ୍ର । ସ୍ବାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ ପରାସ୍ତ କରିପାରିବେ। ପରିବାରରେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିପାରେ । ବ୍ୟବସାୟରେ ଉନ୍ନତି ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।