ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ
ପ୍ୟାରିସ୍,୨୮।୭: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତର ପଦକ ଖାତା ଖୋଲିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ମନୁ ପ୍ରଥମ ଭାରତୀୟ ମହିଳା ଭାବେ ଶୁଟିଂରେ ଏହି କୃତିତ୍ୱ ହାସଲ କରିଛନ୍ତି। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ ଏହି କାର୍ଯ୍ୟକ୍ରମର […] The post ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ appeared first on Dharitri Odia News.
ପ୍ୟାରିସ୍,୨୮।୭: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତର ପଦକ ଖାତା ଖୋଲିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ମନୁ ପ୍ରଥମ ଭାରତୀୟ ମହିଳା ଭାବେ ଶୁଟିଂରେ ଏହି କୃତିତ୍ୱ ହାସଲ କରିଛନ୍ତି। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ ଏହି କାର୍ଯ୍ୟକ୍ରମର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆର ଦୁଇଜଣ ଆଥଲେଟ ଜିତିଥିଲେ। ଓହ ୟେ ଜିନ ୨୪୩.୨ ସ୍କୋର ସହିତ ସ୍ବର୍ଣ୍ଣ ପଦକ ଏବଂ କିମ ୟେଜି ୨୪୧.୩ ସ୍କୋର ସହିତ ରୌପ୍ୟ ପଦକ ଜିତିଛନ୍ତି।
The post ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ appeared first on Dharitri Odia News.