ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ
ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପି.କେ ସେରକାର ଏବଂ ଏମ୍ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏକ ହିନ୍ଦୁ ଜାତୀୟତାବାଦୀ ସଙ୍ଗଠନ ପକ୍ଷରୁ ଏହି ଆବେଦନ ହୋଇଥିଲା। ସନାତନ ଧର୍ମ ବିରୋଧୀ ବୈଠକ କରି ବିବାଦୀୟ ମନ୍ତବ୍ୟ ଦେବା ସତ୍ତ୍ୱେ ୩ ଡିଏମ୍କେ ନେତା ନିଜ ପଦବୀରେ ରହିବା ଅନୁଚିତ ବୋଲି ଉକ୍ତ ସଙ୍ଗଠନ କ୍ୱୋ ଓ୍ବାରେଣ୍ଟୋ ପିଟିଶନରେ ଦର୍ଶାଇଥିଲା। ଜଷ୍ଟିସ୍ ଅନିତା […] The post ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ appeared first on Dharitri Odia News.
ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପି.କେ ସେରକାର ଏବଂ ଏମ୍ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏକ ହିନ୍ଦୁ ଜାତୀୟତାବାଦୀ ସଙ୍ଗଠନ ପକ୍ଷରୁ ଏହି ଆବେଦନ ହୋଇଥିଲା। ସନାତନ ଧର୍ମ ବିରୋଧୀ ବୈଠକ କରି ବିବାଦୀୟ ମନ୍ତବ୍ୟ ଦେବା ସତ୍ତ୍ୱେ ୩ ଡିଏମ୍କେ ନେତା ନିଜ ପଦବୀରେ ରହିବା ଅନୁଚିତ ବୋଲି ଉକ୍ତ ସଙ୍ଗଠନ କ୍ୱୋ ଓ୍ବାରେଣ୍ଟୋ ପିଟିଶନରେ ଦର୍ଶାଇଥିଲା। ଜଷ୍ଟିସ୍ ଅନିତା ସୁମନ୍ଥ ଉକ୍ତ ଆବେଦନକୁ ଖାରଜ କରିବା ସହ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ମନ୍ତବ୍ୟ ଦେବା ଉଚିତ ବୋଲି କହିଛନ୍ତି।
The post ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ appeared first on Dharitri Odia News.