ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୭।୧୨: ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତ ପାର୍ଥକ୍ୟ ପାଇଁ ଆଜି ସକାଳ ମଙ୍ଗଳ ଆଳତିଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଏହି ନୀତିକାନ୍ତି ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମିଳିତ ଭାବେ କରିଥାଆନ୍ତି। ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯାଏ। ଆଉ ମନ୍ଦିରର ବିଧି […] The post ଉପବାସରେ ମହାପ୍ରଭୁ ଲିଙ୍ଗରାଜ appeared first on Dharitri Odia News.

ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୭।୧୨: ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତ ପାର୍ଥକ୍ୟ ପାଇଁ ଆଜି ସକାଳ ମଙ୍ଗଳ ଆଳତିଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଏହି ନୀତିକାନ୍ତି ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମିଳିତ ଭାବେ କରିଥାଆନ୍ତି। ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯାଏ। ଆଉ ମନ୍ଦିରର ବିଧି ଅନୁସାରେ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଥମେ ଅଧିବାସ ପୂଜା ଅନୁଷ୍ଠିତ ହେବା ପରେ ଅନ୍ୟାନ ନୀତିକାନ୍ତି ହେବାର ଥିଲା।

The post ଉପବାସରେ ମହାପ୍ରଭୁ ଲିଙ୍ଗରାଜ appeared first on Dharitri Odia News.