ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ
ରାଇକିଆ,୩୧ା୫ (ପ୍ରଦୀପ ବେହେରା): ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ପ୍ରଫେସର ଉମାକାନ୍ତ ରଥ ଦାୟତ୍ୱ ଗ୍ରହଣ କରିଛନ୍ତି। ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ଗ୍ରହଣ କରିଥିବା ଇଂରାଜୀ ବିଭାଗ ବରିଷ୍ଠ ପ୍ରଫେସର୍ ପ୍ରଭାକର ରାଜୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ପୂର୍ବତନ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏଥି ସହ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ, ଶଙ୍କର୍ଷଣ ସାହୁ, ଅବସର […] The post ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ appeared first on Dharitri Odia News.
ରାଇକିଆ,୩୧ା୫ (ପ୍ରଦୀପ ବେହେରା): ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ପ୍ରଫେସର ଉମାକାନ୍ତ ରଥ ଦାୟତ୍ୱ ଗ୍ରହଣ କରିଛନ୍ତି। ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ଗ୍ରହଣ କରିଥିବା ଇଂରାଜୀ ବିଭାଗ ବରିଷ୍ଠ ପ୍ରଫେସର୍ ପ୍ରଭାକର ରାଜୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ପୂର୍ବତନ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏଥି ସହ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ, ଶଙ୍କର୍ଷଣ ସାହୁ, ଅବସର ପ୍ରାପ୍ତ ପ୍ରଫେସର୍ ଖଦାଳ ସାହୁଙ୍କ ସମେତ ପୂର୍ବତନ ଛାତ୍ରୀଛାତ୍ର ମାନେ ମଧ୍ୟ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ।
The post ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ appeared first on Dharitri Odia News.