ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା, ଅର୍ଦ୍ଧନିର୍ମିତ ଘରୁ ମିଳିଲା ମୃତଦେହ

ହିଞ୍ଜିଳିକାଟୁ,୩୦ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅର୍ନ୍ତଗତ ଧୋବାଡିଠାରେ ଅର୍ଦ୍ଧ ନିର୍ମିତ ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ଜବତ ହୋଇଛି। ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ବ୍ଲକ ହନ୍ତସ ଗାଁର ସଞ୍ଜୟ ନାଇକ(୩୫)। ସେ ଧୋବାଡ଼ି ଛକରେ ଏକ ଘର ନିର୍ମାଣ କରୁଥିଲେ। ଘଟଣା ସମ୍ପର୍କରେ ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଜାଣିବା […] The post ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା, ଅର୍ଦ୍ଧନିର୍ମିତ ଘରୁ ମିଳିଲା ମୃତଦେହ appeared first on Dharitri Odia News.

ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା, ଅର୍ଦ୍ଧନିର୍ମିତ ଘରୁ ମିଳିଲା ମୃତଦେହ

ହିଞ୍ଜିଳିକାଟୁ,୩୦ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅର୍ନ୍ତଗତ ଧୋବାଡିଠାରେ ଅର୍ଦ୍ଧ ନିର୍ମିତ ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ଜବତ ହୋଇଛି। ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ବ୍ଲକ ହନ୍ତସ ଗାଁର ସଞ୍ଜୟ ନାଇକ(୩୫)। ସେ ଧୋବାଡ଼ି ଛକରେ ଏକ ଘର ନିର୍ମାଣ କରୁଥିଲେ। ଘଟଣା ସମ୍ପର୍କରେ ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ବେଲଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

The post ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା, ଅର୍ଦ୍ଧନିର୍ମିତ ଘରୁ ମିଳିଲା ମୃତଦେହ appeared first on Dharitri Odia News.