ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏହା ଏକ ପ୍ରସଙ୍ଗ ନୁହେଁ, ଯାହାକୁ କୋର୍ଟ ଦେଖିବା ଉଚିତ୍। ଏହା ବ୍ୟତୀତ ବେଞ୍ଚ ଏହା ମଧ୍ୟ କହିଛି ଯେ, ଯଦି ମହିଳାମାନଙ୍କୁ ଏପରି […] The post ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏହା ଏକ ପ୍ରସଙ୍ଗ ନୁହେଁ, ଯାହାକୁ କୋର୍ଟ ଦେଖିବା ଉଚିତ୍। ଏହା ବ୍ୟତୀତ ବେଞ୍ଚ ଏହା ମଧ୍ୟ କହିଛି ଯେ, ଯଦି ମହିଳାମାନଙ୍କୁ ଏପରି ଛୁଟି ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡିପାରେ। କାରଣ କମ୍ପାନୀ ସେମାନଙ୍କୁ କାମ ଦେବା ଠାରୁ ଦୂରେଇ ରଖିପାରେ।
ବେଞ୍ଚ ଏହା ମଧ୍ୟ କହିଛି ଯେ ଏହିପରି ଛୁଟି ବାଧ୍ୟତାମୂଳକ କରିବା ମହିଳାମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ଦେବ। ଆମେ ତାହା ଚାହୁଁନାହୁଁ । ଆମେ ସଚିବଙ୍କୁ ଅନୁରୋଧ କରୁଛୁ ଯେ, ଏନେଇ ସମସ୍ତ ରାଜ୍ୟ ସହ ପରାମର୍ଶ କରି ଏକ ମଡେଲ ପ୍ରସ୍ତୁତ କରନ୍ତୁ।
The post ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.