ଏଥର ବି ଓଡ଼ିଶାରୁ କେହି ନାହାନ୍ତି
ଭୁବନେଶ୍ୱର,୧୨।୩: କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ଏହି ତାଲିକାରେ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆସାମରୁ ସର୍ବାଧିକ ୧୨, ମଧ୍ୟପ୍ରଦେଶ-ରାଜସ୍ଥାନରୁ ୧୦ ଲେଖାଏ, ଗୁଜରାଟରୁ ୭, ଉତ୍ତରାଖଣ୍ଡରୁ ୩, ଡାମନ ଡିୟୁରୁ ୧ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। The post ଏଥର ବି ଓଡ଼ିଶାରୁ କେହି ନାହାନ୍ତି appeared first on Dharitri Odia News.
ଭୁବନେଶ୍ୱର,୧୨।୩: କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ପ୍ରକାଶ ଯେ, ଏହି ତାଲିକାରେ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆସାମରୁ ସର୍ବାଧିକ ୧୨, ମଧ୍ୟପ୍ରଦେଶ-ରାଜସ୍ଥାନରୁ ୧୦ ଲେଖାଏ, ଗୁଜରାଟରୁ ୭, ଉତ୍ତରାଖଣ୍ଡରୁ ୩, ଡାମନ ଡିୟୁରୁ ୧ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି।
The post ଏଥର ବି ଓଡ଼ିଶାରୁ କେହି ନାହାନ୍ତି appeared first on Dharitri Odia News.