ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ..

ବାରାଣସୀ,୧୪।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖବର ଲେଖିବା ପର୍ଯ୍ୟନ୍ତ ୧୫ ଜଣ ପ୍ରାର୍ଥୀ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାରାଣସୀରୁ କିଏ ସବୁ ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦି-ଭାଜପା ଶିବମ ସିଂ – ସ୍ବାଧୀନ ଅଜୟ ରାୟ- ଭାରତୀୟ ଜାତୀୟ କଂଗ୍ରେସ ଅମିତ କୁମାର […] The post ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ.. appeared first on Dharitri Odia News.

ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ..

ବାରାଣସୀ,୧୪।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖବର ଲେଖିବା ପର୍ଯ୍ୟନ୍ତ ୧୫ ଜଣ ପ୍ରାର୍ଥୀ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବାରାଣସୀରୁ କିଏ ସବୁ ନିର୍ବାଚନ ଲଢୁଛନ୍ତି
ନରେନ୍ଦ୍ର ମୋଦି-ଭାଜପା
ଶିବମ ସିଂ – ସ୍ବାଧୀନ
ଅଜୟ ରାୟ- ଭାରତୀୟ ଜାତୀୟ କଂଗ୍ରେସ
ଅମିତ କୁମାର ସିଂ- ସ୍ବାଧୀନ
ନୀରଜ ସିଂ- ସ୍ବାଧୀନ
ସଚିନ କୁମାର ସୋନକର-ସ୍ବାଧୀନ
ବିକାଶ କୁମାର ସିଂ- ସ୍ବାଧୀନ
ସୋନିଆ ଜେନା- ସ୍ବାଧୀନ
ଅଭଚିତ୍‌ ସାରାଓ ସାୟମ- ଜନସେବା ଗୋଣ୍ଡୱାନା ପାର୍ଟି
ଅତହର ଜମାଲ ଲାରି- ବିଏସପି
ସଞ୍ଜୟ କୁମାର ତିୱାରୀ-ସ୍ବାଧୀନ
ପାରାସ ନାଥ କେଶରୀ- ରାଷ୍ଟ୍ରିୟ ସମାଜବାଦୀ ଜନକ୍ରାନ୍ତି ପାର୍ଟିନ୍‌
ଗଗନ ପ୍ରକାଶ-ଅପନା ଦଳ କମରାବାଦୀ
ଅଭିଷେକ ପ୍ରଜାପତି – ବାହାଦୁର ଆଦମୀ ପାର୍ଟି
କୋଲିଶେଟ୍ଟୀ ଶିବ କୁମାର- ଯୁଗ ତୁଳସୀ ପାର୍ଟି

The post ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ.. appeared first on Dharitri Odia News.