ଏବେ କେଉଁଠି ଆଇପିଏସ ଆଶିଷ ସିଂ? ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଲା ଗୃହ ବିଭାଗ
ଭୁବନେଶ୍ୱର,୨୭।୬: ଆଇପିଏସ ଆଶିଷ ସିଂ ଏବେ କେଉଁଠି ବୋଲି ଗୃହ ବିଭାଗ ପ୍ରଶ୍ନ କରିଛି। ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଛନ୍ତି। ତେବେ ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର […] The post ଏବେ କେଉଁଠି ଆଇପିଏସ ଆଶିଷ ସିଂ? ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଲା ଗୃହ ବିଭାଗ appeared first on Dharitri Odia News.
ଭୁବନେଶ୍ୱର,୨୭।୬: ଆଇପିଏସ ଆଶିଷ ସିଂ ଏବେ କେଉଁଠି ବୋଲି ଗୃହ ବିଭାଗ ପ୍ରଶ୍ନ କରିଛି। ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଛନ୍ତି।
ତେବେ ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର ମିଳିନି। ତେଣୁ ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ କୁହାଯାଇଛି।
The post ଏବେ କେଉଁଠି ଆଇପିଏସ ଆଶିଷ ସିଂ? ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଲା ଗୃହ ବିଭାଗ appeared first on Dharitri Odia News.