ଏମାନଙ୍କଠୁ ଶିଖିବା କଥା ବନ୍ଧୁତା

ବନ୍ଧୁତା , ଏ ଶବ୍ଦଟି ସତରେ କେତେ ମଧୁର ତାର ଜ୍ୱଳନ୍ତ ଦୃଶ୍ୟ ଏଇ ବୁଲା ଷଣ୍ଢ ଓ ବୁଲା କୁକୁର ଦୋସ୍ତିକୁ ଦେଖି ଜାଣିପାରୁଥିବେ । ଦୁହେଁ ଏକାଠି ବୁଲୁଛନ୍ତି ଏକାଠି ବସୁଛନ୍ତି । ଆମେ ଦେଖିଛେ ବୁଲା ଗାଇ ଗୋରୁ, ଷଣ୍ଢକୁ ଦେଖିଲେ କୁକୁରମାନେ ଭୋକୁଥାଆନ୍ତି । ହେଲେ ଏଠି କିନ୍ତୁ ଦୃଶ୍ୟ ଅଲଗା । The post ଏମାନଙ୍କଠୁ ଶିଖିବା କଥା ବନ୍ଧୁତା appeared first on Dharitri Odia News.

ଏମାନଙ୍କଠୁ ଶିଖିବା କଥା ବନ୍ଧୁତା

ବନ୍ଧୁତା , ଏ ଶବ୍ଦଟି ସତରେ କେତେ ମଧୁର ତାର ଜ୍ୱଳନ୍ତ ଦୃଶ୍ୟ ଏଇ ବୁଲା ଷଣ୍ଢ ଓ ବୁଲା କୁକୁର ଦୋସ୍ତିକୁ ଦେଖି ଜାଣିପାରୁଥିବେ । ଦୁହେଁ ଏକାଠି ବୁଲୁଛନ୍ତି ଏକାଠି ବସୁଛନ୍ତି । ଆମେ ଦେଖିଛେ ବୁଲା ଗାଇ ଗୋରୁ, ଷଣ୍ଢକୁ ଦେଖିଲେ କୁକୁରମାନେ ଭୋକୁଥାଆନ୍ତି । ହେଲେ ଏଠି କିନ୍ତୁ ଦୃଶ୍ୟ ଅଲଗା ।

The post ଏମାନଙ୍କଠୁ ଶିଖିବା କଥା ବନ୍ଧୁତା appeared first on Dharitri Odia News.