ଓଡ଼ିଶା ପାଇଁ ଷ୍ଟିୟରିଂ କମିଟି ଗଠନ କଲା AICC

ଭୁବନେଶ୍ବର: କଂଗ୍ରେସ ଗଠନ କଲା ଷ୍ଟିଅରିଂ କମିଟି। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛି କଂଗ୍ରେସ। AICC ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ ଦଳର ବରିଷ୍ଠ ନେତା ଏଥିରେ ସ୍ଥାନ ପାଇଛନ୍ତି। ଶ୍ରୀକାନ୍ତ ଜେନା, ଅଜୟ କୁମାର, ରାମଚନ୍ଦ୍ର କାଡାମ, ମହମ୍ମଦ ମୋକିମ, ସପ୍ତଗିରି ଉଳ୍ଲାକା, ଭକ୍ତ ଦାସ ଏଥିରେ ସାମିଲ ହୋଇଛନ୍ତି।

ଓଡ଼ିଶା ପାଇଁ ଷ୍ଟିୟରିଂ କମିଟି ଗଠନ କଲା AICC
congress bhawan

Screenshot 3 4