ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୪, ୨୦୨୪ )
କଟକ ସହରସ୍ଥିତ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ ୧୫ତମ କଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶିଶୁ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜିମ୍ନାଷ୍ଟିକ୍ସ ନାଶନାଲ ଚାମ୍ପିଅନଶିପର ଉଦଯାପନୀ ଦିବସ ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ଆମ୍ବ ଗଛରେ ବଉଳ ଆସି ଆମ୍ବ ଫଳିଲାଣି ବିଶ୍ୱ ବ୍ରେଲି ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନରେ ବ୍ରେଲି କିଟ ବଣ୍ଟନ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସର […] The post ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୪, ୨୦୨୪ ) appeared first on Dharitri Odia News.
କଟକ ସହରସ୍ଥିତ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ ୧୫ତମ କଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶିଶୁ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜିମ୍ନାଷ୍ଟିକ୍ସ ନାଶନାଲ ଚାମ୍ପିଅନଶିପର ଉଦଯାପନୀ ଦିବସ
ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ଆମ୍ବ ଗଛରେ ବଉଳ ଆସି ଆମ୍ବ ଫଳିଲାଣି
ବିଶ୍ୱ ବ୍ରେଲି ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନରେ ବ୍ରେଲି କିଟ ବଣ୍ଟନ
ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସର ରେ ସପ୍ତମ ରାଜ୍ୟ ସ୍ତରୀୟ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ଦ୍ଵିତୀୟ ରଜନୀରେ ଭୁବନେଶ୍ବରର ପ୍ରତିଭା ନାଟ୍ୟ ପରିଷଦ ପକ୍ଷରୁ ‘ଅସ୍ତରାଗର ରଙ୍ଗ’ ନାଟକ ପରିବେଷଣ
The post ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୪, ୨୦୨୪ ) appeared first on Dharitri Odia News.