ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୫)

  ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉଙ୍କ ସ୍ନାନ ନୀତି ଭୁବନେଶ୍ୱରରେ ପ୍ରବଳ ବର୍ଷା ଲଳିତ କଳା ଏକାଡେମୀ ଦ୍ୱାରା ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ‘ମୋ ସ୍ୱପ୍ନର ଓଡ଼ିଶା ୨୦୩୬’ ଚିତ୍ରକଳା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି ଯୁବ ଚିତ୍ରକରମାନେ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଗୁରୁ ପଙ୍କଜ ଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ନୃତ୍ୟ ସମାରୋହରେ ଆୟୋଜିତ ଓଡ଼ିଶୀ ନୃତ୍ୟ ବର୍ଷା ଯୋଗୁ ଭୁବନେଶ୍ୱରରେ ଅନେକ ସ୍ଥାନରେ ରାସ୍ତା ଘାଟ ଜଳମଗ୍ନ   […] The post ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୫) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୫)

 

ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉଙ୍କ ସ୍ନାନ ନୀତି

ଭୁବନେଶ୍ୱରରେ ପ୍ରବଳ ବର୍ଷା

ଲଳିତ କଳା ଏକାଡେମୀ ଦ୍ୱାରା ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ‘ମୋ ସ୍ୱପ୍ନର ଓଡ଼ିଶା ୨୦୩୬’ ଚିତ୍ରକଳା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି ଯୁବ ଚିତ୍ରକରମାନେ

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଗୁରୁ ପଙ୍କଜ ଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ନୃତ୍ୟ ସମାରୋହରେ ଆୟୋଜିତ ଓଡ଼ିଶୀ ନୃତ୍ୟ

ବର୍ଷା ଯୋଗୁ ଭୁବନେଶ୍ୱରରେ ଅନେକ ସ୍ଥାନରେ ରାସ୍ତା ଘାଟ ଜଳମଗ୍ନ

 

ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ବିକାଶ ମେଳା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରବଳ ବର୍ଷା ଯୋଗୁ କଟକରେ ଅନେକ ସ୍ଥାନରେ ରାସ୍ତା ଘାଟ ଜଳବନ୍ଦୀ ଏବଂ ଜନଜୀବନ ଅସ୍ତବ୍ୟସ୍ତ

 

The post ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୫) appeared first on Dharitri Odia News.