ଓଡ଼ିଶାରୁ ମିଳିଲାଣି 44 କୋଟିର ଗିଫ୍ଟ !
ଓଡ଼ିଶାରେ ଗତ ଦେଢ଼ ମାସରେ ପ୍ରାୟ 44 କୋଟି ଟଙ୍କାର ମାଗଣା ଉପହାର ବା ଗିଫଟ ଜବତ ହେଲାଣି।
ନିର୍ବାଚନ ପୂର୍ବରୁ ପ୍ରଲୋଭନ। ଓଡ଼ିଶାରେ ଗତ ଦେଢ଼ ମାସରେ ପ୍ରାୟ 44 କୋଟି ଟଙ୍କାର ମାଗଣା ଉପହାର ବା ଗିଫଟ ଜବତ ହେଲାଣି। ଏହାକୁ ଧରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦେଖନ୍ତୁ ପୂରା ରିପୋର୍ଟ।