କଟକ ରେଳ ଷ୍ଟେସନରୁ ୫ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ

କଟକ: କଟକ ରେଳ ଷ୍ଟେସନରୁ ପାଞ୍ଚ ଜଣ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ । ଫାଲକନାମା ଏକ୍ସପ୍ରେସର ଜେନେରାଲ ବଗିରୁ ଉଦ୍ଧାର ହେଲେ ନାବାଳକ । ଘରେ ନ ଜଣାଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ । ସମସ୍ତ ନାବାଳକ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର। ବୟସ ୧୨ ରୁ ୧୪ ଭିତରେ । ସମସ୍ତଙ୍କୁ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କଲା ଆର୍ ପି ଏଫ୍ । The post କଟକ ରେଳ ଷ୍ଟେସନରୁ ୫ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ appeared first on KNews Odisha.

କଟକ ରେଳ ଷ୍ଟେସନରୁ ୫ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ
rpf

କଟକ: କଟକ ରେଳ ଷ୍ଟେସନରୁ ପାଞ୍ଚ ଜଣ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ । ଫାଲକନାମା ଏକ୍ସପ୍ରେସର ଜେନେରାଲ ବଗିରୁ ଉଦ୍ଧାର ହେଲେ ନାବାଳକ । ଘରେ ନ ଜଣାଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ । ସମସ୍ତ ନାବାଳକ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର। ବୟସ ୧୨ ରୁ ୧୪ ଭିତରେ । ସମସ୍ତଙ୍କୁ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କଲା ଆର୍ ପି ଏଫ୍ ।

The post କଟକ ରେଳ ଷ୍ଟେସନରୁ ୫ ନାବାଳକଙ୍କୁ ଉଦ୍ଧାର କଲା କଟକ ଆର୍ ପି ଏଫ୍ ପୋଲିସ appeared first on KNews Odisha.