କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ମଙ୍ଗଳବାର କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡ଼ିଓ ମଣ୍ଟୁ ଖମାରୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ସୋନପୁର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଭାବେ କାର୍ଯ୍ୟରତ ଥିଲେ l ଏହି ଅବସରରେ କର୍ଲାମୁଣ୍ଡା ବ୍ଳକ ର ଜନ ସାଧାରଣ ଙ୍କ ସହଯୋଗ କାମନା କରିବା ସହ ଅଂଚଳରେ ବିକାଶ ପାଇଁ ଯତ୍ନବାନ ହେବି ବୋଲି ସେ ତାଙ୍କର ସାକ୍ଷାତ କାର ରେ କହିଛନ୍ତି।ବିଡିଓ […] The post କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ appeared first on Odisha.News.

କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ମଙ୍ଗଳବାର କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡ଼ିଓ ମଣ୍ଟୁ ଖମାରୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ସୋନପୁର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଭାବେ କାର୍ଯ୍ୟରତ ଥିଲେ l ଏହି ଅବସରରେ କର୍ଲାମୁଣ୍ଡା ବ୍ଳକ ର ଜନ ସାଧାରଣ ଙ୍କ ସହଯୋଗ କାମନା କରିବା ସହ ଅଂଚଳରେ ବିକାଶ ପାଇଁ ଯତ୍ନବାନ ହେବି ବୋଲି ସେ ତାଙ୍କର ସାକ୍ଷାତ କାର ରେ କହିଛନ୍ତି।ବିଡିଓ ଙ୍କ ଯୋଗ ଦାନ ସମୟରେ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ତଥା ସମାଜ ସେବୀ ପ୍ରଦୀପ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ମହେଦ୍ର ରଣା, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।

The post କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ appeared first on Odisha.News.