କଲବଲ କରୁଛି କଲମା ବ୍ୟାରେଜ୍

ଏଣେ ଘାଣ୍ଟୁଛି ଗ୍ରୀଷ୍ମର ପ୍ରଭାବ । ତେଣେ କଲବଲ କରୁଛି କଲମା ବ୍ୟାରେଜ୍ । ଅଣମୌସୁମୀ ବେଳେ ପାଣି ଅଟକାଇ ଛତିଶଗଡ଼ ଫଳାଉଛି ସୁନାର ଫସଲ । ହେଲେ ତଳ ମୁଣ୍ଡରେ ଥିବା ଓଡ଼ିଶାରେ ମରୁଭୂମି ସାଜିଛି ମହାନଦୀ ପଠା ।

କଲବଲ କରୁଛି କଲମା ବ୍ୟାରେଜ୍
Array