କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ

ଟ୍ରାକରୁ ଖସିଲା କାମାକ୍ଷା ଏକ୍ସପ୍ରେସ୍। ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ବାର ନିକଟ ନିର୍ଗୁଣ୍ଡିରେ ଏହି ଦୁର୍ଘଟଣା ଘଟିଛି।

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ
Array