କ୍ୟାନ୍ସରରେ ଆଖିବୁଜିଲେ ଏହି ଅଭିନେତ୍ରୀ
‘ଝନକ’ ଫେମ୍ ଡଲି ସୋହିଙ୍କର କ୍ୟାନ୍ସରରେ ପରଲୋକ ଘଟିଛି। ଯକୃତ ଜନିତ ସମସ୍ୟା ହେତୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସରେ ଡଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡଲି ସୋହି ଗର୍ଭାଶୟ କ୍ୟାନ୍ସର ସହିତ ଯୁଦ୍ଧ କରୁଥିଲେ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାର ହେବାମାତ୍ରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଡଲି ୨୦୨୩ ଗର୍ଭାଶୟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଜାନୁଆରୀରେ ଡଲି ସୋହି ପ୍ରକାଶ କରିଥିଲେ ଯେ […] The post କ୍ୟାନ୍ସରରେ ଆଖିବୁଜିଲେ ଏହି ଅଭିନେତ୍ରୀ appeared first on Dharitri Odia News.
‘ଝନକ’ ଫେମ୍ ଡଲି ସୋହିଙ୍କର କ୍ୟାନ୍ସରରେ ପରଲୋକ ଘଟିଛି। ଯକୃତ ଜନିତ ସମସ୍ୟା ହେତୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସରେ ଡଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡଲି ସୋହି ଗର୍ଭାଶୟ କ୍ୟାନ୍ସର ସହିତ ଯୁଦ୍ଧ କରୁଥିଲେ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାର ହେବାମାତ୍ରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଡଲି ୨୦୨୩ ଗର୍ଭାଶୟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଜାନୁଆରୀରେ ଡଲି ସୋହି ପ୍ରକାଶ କରିଥିଲେ ଯେ ଗର୍ଭାଶୟ କ୍ୟାନ୍ସର ହେତୁ ତାଙ୍କୁ ସିରିଏଲ ‘ଝନକ’ର ସୁଟିଂରୁ ବିରତି ନେବାକୁ ପଡିଥିଲା। ଡଲି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲର ଏକ ଅଂଶ ହୋଇଆସୁଛନ୍ତି। ସେ ‘ଭାବି’, ‘କଳଶ’, ‘ମେରୀ ଆଶିକି ତୁମ ସେ ହାଏ’, ‘ଖୁବ୍ ଲଡି ମର୍ଦ୍ଦାନି’ ଏବଂ ‘ଝାନସୀ କି ରାନୀ’ ଭଳି ଶୋ’ରେ ଅଭିନୟ କରି ଲୋକଙ୍କ ମଧ୍ୟରେ ସ୍ବୀକୃତି ଲାଭ କରିଥିଲେ।
The post କ୍ୟାନ୍ସରରେ ଆଖିବୁଜିଲେ ଏହି ଅଭିନେତ୍ରୀ appeared first on Dharitri Odia News.