ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୩।୯: ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଉ କେହି ଟିକସ ଆଦାୟ କରିପାରିବେନି। ନିଜସ୍ବ ଟିକସ ଆଦାୟ ନେଇ ପୂର୍ବ ସରକାର ଆଇନ ଆଣିଥିଲେ। ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଖଣି ମାଲିକ। ପରେ ହାଇକୋର୍ଟ ସେହି ନିୟମକୁ ରଦ୍ଦ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଆଉ ଟିକସ ଆଦୟ […] The post ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା appeared first on Dharitri Odia News.

ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୩।୯: ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଉ କେହି ଟିକସ ଆଦାୟ କରିପାରିବେନି।

ନିଜସ୍ବ ଟିକସ ଆଦାୟ ନେଇ ପୂର୍ବ ସରକାର ଆଇନ ଆଣିଥିଲେ। ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଖଣି ମାଲିକ। ପରେ ହାଇକୋର୍ଟ ସେହି ନିୟମକୁ ରଦ୍ଦ କରିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଆଉ ଟିକସ ଆଦୟ କରିପାରିବେନି। ରାଜ୍ୟର ୩୮୫ ଖଣିରୁ ୨୦୫ ଖଣି ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି ବୋଲି ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି।

The post ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା appeared first on Dharitri Odia News.