ଖୁସି ଖବର ଦେଲେ ଶ୍ରଦ୍ଧା ଆର୍ଯ୍ୟ, ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ
ମୁମ୍ଵାଇ ୦୩।୧୨; ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ। ବର୍ତ୍ତମାନ ସେ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମାଆ ହୋଇଛନ୍ତି। ସେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶ୍ରଦ୍ଧା ତାଙ୍କ ପ୍ରଶଂସକଙ୍କ ସହ ମା ହେବାର ଖୁସି ବାଣ୍ଟିଛନ୍ତି। ସେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି। ନିଜ ପିଲାମାନଙ୍କର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ଯାଆଁଳା ପିଲାମାନଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ଶ୍ରଦ୍ଧାଙ୍କ ପୋଷ୍ଟ ଭାଇରାଲ ଭିଡିଓ ସେୟାର କରିବାବେଳେ ଶ୍ରଦ୍ଧା ଲେଖିଛନ୍ତି – ଏହି ଦୁଇ ଜଣ ଆମ ପରିବାରକୁ ପୂରା କରିଛନ୍ତି। ଆମର ହୃଦୟ ଦ୍ୱିଗୁଣିତ। ସେ ହ୍ୟାସଟ୍ୟାଗରେ ମଧ୍ୟ କହିଛନ୍ତି ଯେ ତାଙ୍କର ଏକ ପୁଅ ଏବଂ ଝିଅ ଅଛି। ୨୦୨୧ ମସିହାରେ ରାହୁଲ ଏବଂ ଶ୍ରଦ୍ଧା ଆର୍ଯ୍ୟ ବିବାହ କରିଥିଲେ। ସେ ଚଳିତ ବର୍ଷ ସେପ୍ଟେମ୍ବର ୧୫ ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ବର୍ତ୍ତମାନ ପ୍ରଶଂସକ ଏବଂ ତାରକାମାନେ ଶ୍ରଦ୍ଧା ଏବଂ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁମ୍ଵାଇ ୦୩।୧୨; ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ। ବର୍ତ୍ତମାନ ସେ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମାଆ ହୋଇଛନ୍ତି। ସେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶ୍ରଦ୍ଧା ତାଙ୍କ ପ୍ରଶଂସକଙ୍କ ସହ ମା ହେବାର ଖୁସି ବାଣ୍ଟିଛନ୍ତି।
ସେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି। ନିଜ ପିଲାମାନଙ୍କର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ଯାଆଁଳା ପିଲାମାନଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି ।
ଶ୍ରଦ୍ଧାଙ୍କ ପୋଷ୍ଟ ଭାଇରାଲ
ଭିଡିଓ ସେୟାର କରିବାବେଳେ ଶ୍ରଦ୍ଧା ଲେଖିଛନ୍ତି – ଏହି ଦୁଇ ଜଣ ଆମ ପରିବାରକୁ ପୂରା କରିଛନ୍ତି। ଆମର ହୃଦୟ ଦ୍ୱିଗୁଣିତ। ସେ ହ୍ୟାସଟ୍ୟାଗରେ ମଧ୍ୟ କହିଛନ୍ତି ଯେ ତାଙ୍କର ଏକ ପୁଅ ଏବଂ ଝିଅ ଅଛି। ୨୦୨୧ ମସିହାରେ ରାହୁଲ ଏବଂ ଶ୍ରଦ୍ଧା ଆର୍ଯ୍ୟ ବିବାହ କରିଥିଲେ। ସେ ଚଳିତ ବର୍ଷ ସେପ୍ଟେମ୍ବର ୧୫ ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ବର୍ତ୍ତମାନ ପ୍ରଶଂସକ ଏବଂ ତାରକାମାନେ ଶ୍ରଦ୍ଧା ଏବଂ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।