ଗଜପତି ଜିଲ୍ଲାର ମୋହନ ବ୍ଲକ କେନ୍ଦୁଘାଟି ରେ ଟ୍ରାଭଲର ଭ୍ୟାନ ଦୁର୍ଘଟଣା ଗସ୍ତ ଜଣଙ୍କ ଜଣଙ୍କ ମୃତ୍ୟୁ ୧୦ ଜଣ ଆହତ

ପାରଳାଖେମୁଣ୍ଡି;୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ପୁଣି ମୋହନା କେନ୍ଦୁଘାଟି ରେ ଦୁର୍ଘଟଣା l ଟ୍ରlଭଲର ଭ୍ୟାନ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ନୟାଗଡ ଚାହାଳି ଗାଁର ସରୋଜିନୀ ବେହେରା l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି l ପ୍ରାଥମିକ ଚିକିତ୍ସା ପାରେ ୩ ଜଣ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ […] The post ଗଜପତି ଜିଲ୍ଲାର ମୋହନ ବ୍ଲକ କେନ୍ଦୁଘାଟି ରେ ଟ୍ରାଭଲର ଭ୍ୟାନ ଦୁର୍ଘଟଣା ଗସ୍ତ ଜଣଙ୍କ ଜଣଙ୍କ ମୃତ୍ୟୁ ୧୦ ଜଣ ଆହତ appeared first on Odisha.News.

ଗଜପତି ଜିଲ୍ଲାର ମୋହନ ବ୍ଲକ କେନ୍ଦୁଘାଟି ରେ ଟ୍ରାଭଲର ଭ୍ୟାନ ଦୁର୍ଘଟଣା ଗସ୍ତ ଜଣଙ୍କ ଜଣଙ୍କ ମୃତ୍ୟୁ ୧୦ ଜଣ ଆହତ

ପାରଳାଖେମୁଣ୍ଡି;୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ପୁଣି ମୋହନା କେନ୍ଦୁଘାଟି ରେ ଦୁର୍ଘଟଣା l ଟ୍ରlଭଲର ଭ୍ୟାନ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ନୟାଗଡ ଚାହାଳି ଗାଁର ସରୋଜିନୀ ବେହେରା l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି l ପ୍ରାଥମିକ ଚିକିତ୍ସା ପାରେ ୩ ଜଣ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଆଜି ନୟାଗଡ ଶରଣକୁଳ ଅଞ୍ଚଳରୁ ୧୪ ଜଣ ପିକନିକ ପାଇଁ ଭୁବନେଶ୍ୱର ରୁ କୋରାପୁଟ ଯାଉଥିଲେ l ଭୋର ୪ ଘଣ୍ଟାରେ କେନ୍ଦୁଘାଟି ରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଦୁର୍ଘଟଣା ରେ ଆହତ ମାନଙ୍କୁ ମୋହନା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ସାହାଯ୍ୟର ହାତ ବଢ଼ାଇ ସେବା କରିଥିବା ଜଣାପଡିଛି।

The post ଗଜପତି ଜିଲ୍ଲାର ମୋହନ ବ୍ଲକ କେନ୍ଦୁଘାଟି ରେ ଟ୍ରାଭଲର ଭ୍ୟାନ ଦୁର୍ଘଟଣା ଗସ୍ତ ଜଣଙ୍କ ଜଣଙ୍କ ମୃତ୍ୟୁ ୧୦ ଜଣ ଆହତ appeared first on Odisha.News.