ଗଡ଼ ବଞ୍ଚାଇଲେ ଆପାରାଜିତା ଷଡ଼ଙ୍ଗୀ, ୪୦,୦୦୦ ଭୋଟରେ ଭୁବନେଶ୍ୱରରୁ ବିଜୟୀ
ଭୁବନେଶ୍ୱର,୪।୬: ଭାଜପା ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କଲେ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିଷ୍ଠାର ସହ କାମ କରିଥିଲି, ଆଗକୁ ବି ଲୋକଙ୍କ ସେବାରେ କାମ କରିବି। The post ଗଡ଼ ବଞ୍ଚାଇଲେ ଆପାରାଜିତା ଷଡ଼ଙ୍ଗୀ, ୪୦,୦୦୦ ଭୋଟରେ ଭୁବନେଶ୍ୱରରୁ ବିଜୟୀ appeared first on Dharitri Odia News.
ଭୁବନେଶ୍ୱର,୪।୬: ଭାଜପା ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କଲେ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିଷ୍ଠାର ସହ କାମ କରିଥିଲି, ଆଗକୁ ବି ଲୋକଙ୍କ ସେବାରେ କାମ କରିବି।
The post ଗଡ଼ ବଞ୍ଚାଇଲେ ଆପାରାଜିତା ଷଡ଼ଙ୍ଗୀ, ୪୦,୦୦୦ ଭୋଟରେ ଭୁବନେଶ୍ୱରରୁ ବିଜୟୀ appeared first on Dharitri Odia News.