ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ,୪।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ବାଲିଅର ଗସ୍ତରେ ଥିଲେ। ଏଠାରେ ସେ ଆନୁଷ୍ଠାନିକ ଭାବେ ବାଣିଜ୍ୟ ମେଳାର ଉଦଘାଟନ କରିଥିଲେ। ଏହାପୂର୍ବରୁ ଗ୍ବାଲିଅରରେ ଏକ ଗୋଶାଳାର ଉଦ୍‌ଘାଟନୀ ସମାରୋହରେ ମୋହନ ଯାଦବ କହିଥିଲେ, ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା ସିଏମ ମୋହନ ଯାଦବ ଆହୁରି କହିଛନ୍ତି ଯେ, ସଂସ୍କୃତିକୁ ବୁଝିବା ପାଇଁ ଆମର ଯଥାର୍ଥ ସଂସ୍କୃତି ଅଛି। ତେଣୁ ମେଳା କଳା ସଂସ୍କୃତିକୁ ପ୍ରୋତ୍ସାହିତ କରେ। […] The post ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ,୪।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ବାଲିଅର ଗସ୍ତରେ ଥିଲେ। ଏଠାରେ ସେ ଆନୁଷ୍ଠାନିକ ଭାବେ ବାଣିଜ୍ୟ ମେଳାର ଉଦଘାଟନ କରିଥିଲେ। ଏହାପୂର୍ବରୁ ଗ୍ବାଲିଅରରେ ଏକ ଗୋଶାଳାର ଉଦ୍‌ଘାଟନୀ ସମାରୋହରେ ମୋହନ ଯାଦବ କହିଥିଲେ, ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା
ସିଏମ ମୋହନ ଯାଦବ ଆହୁରି କହିଛନ୍ତି ଯେ, ସଂସ୍କୃତିକୁ ବୁଝିବା ପାଇଁ ଆମର ଯଥାର୍ଥ ସଂସ୍କୃତି ଅଛି। ତେଣୁ ମେଳା କଳା ସଂସ୍କୃତିକୁ ପ୍ରୋତ୍ସାହିତ କରେ। ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମେଳା ଏକ ଭଲ ମାଧ୍ୟମ। ଦେଶର ଗାଈମାନଙ୍କର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗାଈ ଆଶ୍ରୟସ୍ଥଳ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏକ ଉତ୍ତମ ପଦକ୍ଷେପ।

The post ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ appeared first on Dharitri Odia News.