ଚଳନ୍ତା ବସ୍ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ
ବରଗଡ଼, ୨୯।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ସୋହେଲା ଥାନା ଲେଖାପଖର ନିକଟରେ ମଙ୍ଗଳବାର ଏକ ଚଳନ୍ତା ବସରୁ ସୁନାହାର ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝର ଗ୍ରାମର ପାର୍ବତୀ ମେହେର ବସରେ ଯାତ୍ରା କରୁଥିବା ସମୟରେ ତାଙ୍କ ବେକରୁ ସୁନା ହାର ଲୁଟ୍ କରି ଅଭିଯୁକ୍ତ ଚଳନ୍ତା ବସୁ ଡେଇଁ ଫେରାର ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ଯାତ୍ରୀମାନେ ତାଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଜଣକ ଛତିଶଗଡ ପଲସାପାଲିର ସୁଶୀଲ […] The post ଚଳନ୍ତା ବସ୍ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ appeared first on Dharitri Odia News.
ବରଗଡ଼, ୨୯।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ସୋହେଲା ଥାନା ଲେଖାପଖର ନିକଟରେ ମଙ୍ଗଳବାର ଏକ ଚଳନ୍ତା ବସରୁ ସୁନାହାର ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝର ଗ୍ରାମର ପାର୍ବତୀ ମେହେର ବସରେ ଯାତ୍ରା କରୁଥିବା ସମୟରେ ତାଙ୍କ ବେକରୁ ସୁନା ହାର ଲୁଟ୍ କରି ଅଭିଯୁକ୍ତ ଚଳନ୍ତା ବସୁ ଡେଇଁ ଫେରାର ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ଯାତ୍ରୀମାନେ ତାଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଜଣକ ଛତିଶଗଡ ପଲସାପାଲିର ସୁଶୀଲ ଖୁଟେ ବୋଲି ସୂଚନା ମିଳିଥିବାବେଳେ ପୋଲିସରେ ତାଙ୍କୁ ଜିମା ଦିଆଯାଇଛି।
The post ଚଳନ୍ତା ବସ୍ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ appeared first on Dharitri Odia News.