ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ବିରାଟଙ୍କ ଆଉଟ୍ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ
ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲାରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଦମ୍ଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଗିଲ୍ଙ୍କ ଆଉଟ୍ ପରେ ବିରାଟ କୋହଲି ପଡିଆକୁ ଓହ୍ଲାଇ ଥିଲେ। ହେଲେ ବିରାଟ ୨ବଲ୍ରେ ୧ ରନ୍ କରି ପାଭିଲିୟନ ଫେରିଥିଲେ। ବିରାଟଙ୍କ ଆଉଟ ପରେ ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବହୁତ ନିରାଶ ହୋଇପଡିଥିଲେ। ଏପରିକି ସେ ଏକ ହୃଦୟ ବିଦାରକ ପ୍ରତିକ୍ରିୟା […] The post ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ବିରାଟଙ୍କ ଆଉଟ୍ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ appeared first on Dharitri Odia News.
ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲାରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଦମ୍ଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।
ଗିଲ୍ଙ୍କ ଆଉଟ୍ ପରେ ବିରାଟ କୋହଲି ପଡିଆକୁ ଓହ୍ଲାଇ ଥିଲେ। ହେଲେ ବିରାଟ ୨ବଲ୍ରେ ୧ ରନ୍ କରି ପାଭିଲିୟନ ଫେରିଥିଲେ। ବିରାଟଙ୍କ ଆଉଟ ପରେ ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବହୁତ ନିରାଶ ହୋଇପଡିଥିଲେ। ଏପରିକି ସେ ଏକ ହୃଦୟ ବିଦାରକ ପ୍ରତିକ୍ରିୟା ଦେଇଥିଲେ। ଏହି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି।
The post ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ବିରାଟଙ୍କ ଆଉଟ୍ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ appeared first on Dharitri Odia News.