ଚେଙ୍ଗଗଡିଆ ଗାଁରେ ବ୍ୟାପୁଛି ଜଣ୍ଡିସ, ୪୦ ରୁ ଅଧିକ ଆକ୍ରାନ୍ତ

ଭଦ୍ରକ : ଭଦ୍ରକ ବ୍ଲକ ରାନ୍ଦିଆ ପଂଚାୟତ ଚେଙ୍ଗଗଡିଆ ଗାଁରେ ଏବେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଗାଁରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ 40 ଜଣ ରୁ ଅଧିକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ବିଶେଷ କରି ଛୋଟ ପିଲା ମାନେ ଏହି ରୋଗ ରେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗାଁ କୁ ଡାକ୍ତରୀ ଟିମ ଯାଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି  । ସଚେତନତାର ଅଭାବ ସହିତ ଚିକିତ୍ସାରେ ଅବହେଳା ଯୋଗୁ […] The post ଚେଙ୍ଗଗଡିଆ ଗାଁରେ ବ୍ୟାପୁଛି ଜଣ୍ଡିସ, ୪୦ ରୁ ଅଧିକ ଆକ୍ରାନ୍ତ appeared first on KNews Odisha.

ଚେଙ୍ଗଗଡିଆ ଗାଁରେ ବ୍ୟାପୁଛି ଜଣ୍ଡିସ, ୪୦ ରୁ ଅଧିକ ଆକ୍ରାନ୍ତ
jundice

ଭଦ୍ରକ : ଭଦ୍ରକ ବ୍ଲକ ରାନ୍ଦିଆ ପଂଚାୟତ ଚେଙ୍ଗଗଡିଆ ଗାଁରେ ଏବେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଗାଁରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ 40 ଜଣ ରୁ ଅଧିକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ବିଶେଷ କରି ଛୋଟ ପିଲା ମାନେ ଏହି ରୋଗ ରେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗାଁ କୁ ଡାକ୍ତରୀ ଟିମ ଯାଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି  । ସଚେତନତାର ଅଭାବ ସହିତ ଚିକିତ୍ସାରେ ଅବହେଳା ଯୋଗୁ ଜଣକ ପରେ ଜଣେ ଜଣ୍ଡିସରେ ଆକ୍ରାନ୍ତି ହେଉଛନ୍ତି।

The post ଚେଙ୍ଗଗଡିଆ ଗାଁରେ ବ୍ୟାପୁଛି ଜଣ୍ଡିସ, ୪୦ ରୁ ଅଧିକ ଆକ୍ରାନ୍ତ appeared first on KNews Odisha.