ଛତ୍ରପୁର ବଡ଼ ଷ୍ଟେଶନ୍ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି l ତେବେ ଟ୍ରେନରେ ଗିଟି ବୋଝେଇ ହୋଇଥିବା ବେଳେ କେଉଁଠାରୁ କେଉଁଠାକୁ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ l ଅପରପକ୍ଷେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଟ୍ରେନ ଚଳାଚଳ ବନ୍ଦ ରହିଛିl ଛତ୍ରପୁର ବଡ଼ ଷ୍ଟେଶନ ଠାରେ ସନ୍ଧ୍ୟା ୭ଟା ସମୟରେ […] The post ଛତ୍ରପୁର ବଡ଼ ଷ୍ଟେଶନ୍ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ appeared first on Dharitri Odia News.
ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି l ତେବେ ଟ୍ରେନରେ ଗିଟି ବୋଝେଇ ହୋଇଥିବା ବେଳେ କେଉଁଠାରୁ କେଉଁଠାକୁ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ l ଅପରପକ୍ଷେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଟ୍ରେନ ଚଳାଚଳ ବନ୍ଦ ରହିଛିl ଛତ୍ରପୁର ବଡ଼ ଷ୍ଟେଶନ ଠାରେ ସନ୍ଧ୍ୟା ୭ଟା ସମୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।
The post ଛତ୍ରପୁର ବଡ଼ ଷ୍ଟେଶନ୍ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ appeared first on Dharitri Odia News.