ଜିଓ ପରେ ଏୟାରଟେଲ ବଢାଇଲା ମୋବାଇଲ ରିଚାର୍ଜ ଦାମ୍, ଏବେ ଏତିକି ଟଙ୍କାରେ କରିବେ ରିଚାର୍ଜ
ନୂଆଦିଲ୍ଲୀ,୨୮।୬: ଜିଓ ପରେ ଏୟାରଟେଲ ମଧ୍ୟ ମୋବାଇଲ ରିଚାର୍ଜ ଶୁଳ୍କ ହାର ବୃଦ୍ଧି କରିଛି। ଏହାର ମୋବାଇଲ ରେଟରେ ୧୦-୨୧ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହି ବର୍ଦ୍ଧିତ ମୋବାଇଲ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ଏହା ଉଭୟ ମୋବାଇଲ ପୋଷ୍ଟପେଡ ଏବଂ ପ୍ରିପେଡ ଉଭୟ ହାରକୁ ପ୍ରଭାବିତ କରିବ ଏବଂ ଯୋଜନାଗୁଡିକ ମହଙ୍ଗା ହେବ । ଏୟାରଟେଲ ଷ୍ଟକ ଏକ୍ସଚେଞ୍ଜକୁ କହିଛି, ଭାରତ ଟେଲିକମ କମ୍ପାନୀଗୁଡିକ ପାଇଁ ଆର୍ଥିକ ସୁସ୍ଥ ବ୍ୟବସାୟ ମଡେଲକୁ ସକ୍ଷମ […] The post ଜିଓ ପରେ ଏୟାରଟେଲ ବଢାଇଲା ମୋବାଇଲ ରିଚାର୍ଜ ଦାମ୍, ଏବେ ଏତିକି ଟଙ୍କାରେ କରିବେ ରିଚାର୍ଜ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୬: ଜିଓ ପରେ ଏୟାରଟେଲ ମଧ୍ୟ ମୋବାଇଲ ରିଚାର୍ଜ ଶୁଳ୍କ ହାର ବୃଦ୍ଧି କରିଛି। ଏହାର ମୋବାଇଲ ରେଟରେ ୧୦-୨୧ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହି ବର୍ଦ୍ଧିତ ମୋବାଇଲ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ଏହା ଉଭୟ ମୋବାଇଲ ପୋଷ୍ଟପେଡ ଏବଂ ପ୍ରିପେଡ ଉଭୟ ହାରକୁ ପ୍ରଭାବିତ କରିବ ଏବଂ ଯୋଜନାଗୁଡିକ ମହଙ୍ଗା ହେବ ।
ଏୟାରଟେଲ ଷ୍ଟକ ଏକ୍ସଚେଞ୍ଜକୁ କହିଛି, ଭାରତ ଟେଲିକମ କମ୍ପାନୀଗୁଡିକ ପାଇଁ ଆର୍ଥିକ ସୁସ୍ଥ ବ୍ୟବସାୟ ମଡେଲକୁ ସକ୍ଷମ କରିବା ପାଇଁ ଯେ ପ୍ରତି ଉପଭୋକ୍ତା ମୋବାଇଲ ହାରାହାରି ରାଜସ୍ବ (ARPU) ୩୦୦ରୁ ଅଧିକ ହେବା ଉଚିତ୍।
The post ଜିଓ ପରେ ଏୟାରଟେଲ ବଢାଇଲା ମୋବାଇଲ ରିଚାର୍ଜ ଦାମ୍, ଏବେ ଏତିକି ଟଙ୍କାରେ କରିବେ ରିଚାର୍ଜ appeared first on Dharitri Odia News.