ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି

କଟକ,୭ା୪(କାର୍ତ୍ତିକ ସାହୁ): କଟକ ତୁଳସୀପୁର ନିକଟ ମହାନଦୀରେ ରବିବାର ଜଣେ ୨୨ ବର୍ଷୀୟ ଯୁବକ ବୁଡ଼ି ଯାଇଛନ୍ତି। ସେ ତାଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ବୁଡ଼ି ଯାଇଥିବା ଜଣାପଡ଼ିଛି। ନିଖୋଜ ଥିବା ଯୁବକ ଜଣକ ସିଡିଏ ଅଞ୍ଚଳର। ଖବର ପାଇ ବିଡ଼ାନାସୀ ଏବଂ କଟକ ଏଫ୍‌ଏସ୍‌ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଯୋଗେ ଖୋଜାଖୋଜି ଜାରି ରଖିଛନ୍ତି। The post ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି appeared first on Dharitri Odia News.

ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି

କଟକ,୭ା୪(କାର୍ତ୍ତିକ ସାହୁ): କଟକ ତୁଳସୀପୁର ନିକଟ ମହାନଦୀରେ ରବିବାର ଜଣେ ୨୨ ବର୍ଷୀୟ ଯୁବକ ବୁଡ଼ି ଯାଇଛନ୍ତି। ସେ ତାଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ବୁଡ଼ି ଯାଇଥିବା ଜଣାପଡ଼ିଛି। ନିଖୋଜ ଥିବା ଯୁବକ ଜଣକ ସିଡିଏ ଅଞ୍ଚଳର।

ଖବର ପାଇ ବିଡ଼ାନାସୀ ଏବଂ କଟକ ଏଫ୍‌ଏସ୍‌ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଯୋଗେ ଖୋଜାଖୋଜି ଜାରି ରଖିଛନ୍ତି।

The post ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି appeared first on Dharitri Odia News.