ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… …

ଭୁବନେଶ୍ୱର,୧୦।୩: ଜୟନାରାୟଣଙ୍କ ବୟାନକୁ ନେଇ ମୁହଁ ଖୋଲିଲା ଭାଜପା। ଭାଜପା ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ଇଞ୍ଚେ ବି ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ତାଙ୍କୁ ପଚାରି ବୁଝିବେ। ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ କରାଯାଇପାରିବ। ମୁଁ ବୁଝି ପାରୁନି ସବୁ ସରକାରୀ […] The post ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… … appeared first on Dharitri Odia News.

ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… …

ଭୁବନେଶ୍ୱର,୧୦।୩: ଜୟନାରାୟଣଙ୍କ ବୟାନକୁ ନେଇ ମୁହଁ ଖୋଲିଲା ଭାଜପା। ଭାଜପା ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ଇଞ୍ଚେ ବି ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ତାଙ୍କୁ ପଚାରି ବୁଝିବେ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ କରାଯାଇପାରିବ। ମୁଁ ବୁଝି ପାରୁନି ସବୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ବନ୍ଦେ ଉତ୍କଳ ଜନନୀ ବଜାଯାଉଛି। ସ୍ବତନ୍ତ୍ର ଓଡ଼ିଶା ପାଇଁ ଆମେ ଆନ୍ଦୋଳନ କରିଥିଲୁ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଛି। ମାତ୍ର ସଙ୍ଗୀତରେ କେବଳ ଉତ୍କଳର ଜୟଗାନ କାହିଁକି? ଏପରି ମନ୍ତବ୍ୟ ଦେବା ପରେ ଚାରିଆଡୁ ଜୟନାରାୟଣ ମିଶ୍ରଙ୍କୁ ଟ୍ରୋଲ କରାଯାଉଛି।

 

The post ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… … appeared first on Dharitri Odia News.