ଟ୍ରକ ପଛରୁ ଧକ୍କା ଦେଲା ଆଇଚର୍: ଚାଳକ ମୃତ
ପରଜଙ୍ଗ,୩।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ସରାଙ୍ଗ ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଆଗରେ ଗୋଟିଏ ୧୬ ଚକିଆ ଟ୍ରକ ଯାଉଥିବା ବେଳେ ପଛରୁ ଏକ ଆଇଚର୍ ଟ୍ରକ୍କୁ ଧକ୍କା ଦେଇଥିଲା। ଏଥିରେ ଆଇଚର୍ ଚାଳକ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁଘଟିଛି। ମୃତ ଚାଳକଙ୍କ ପରିଚୟ ମିଳି ପାରିନାହିଁ। ଖବରପାଇ ଦୁର୍ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପହଞ୍ଚି ଆମ୍ବୁଲାନ୍ସ ଯୋଗେ […] The post ଟ୍ରକ ପଛରୁ ଧକ୍କା ଦେଲା ଆଇଚର୍: ଚାଳକ ମୃତ appeared first on Dharitri Odia News.
ପରଜଙ୍ଗ,୩।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ସରାଙ୍ଗ ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଆଗରେ ଗୋଟିଏ ୧୬ ଚକିଆ ଟ୍ରକ ଯାଉଥିବା ବେଳେ ପଛରୁ ଏକ ଆଇଚର୍ ଟ୍ରକ୍କୁ ଧକ୍କା ଦେଇଥିଲା। ଏଥିରେ ଆଇଚର୍ ଚାଳକ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁଘଟିଛି। ମୃତ ଚାଳକଙ୍କ ପରିଚୟ ମିଳି ପାରିନାହିଁ।
ଖବରପାଇ ଦୁର୍ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛନ୍ତି । ତେବେ ଟ୍ରକ ଗୁଡ଼ିକ ପିତିରୀ ଛକ ଆଡ଼ୁ ବହ୍ଲର ଛକ ଯାଉଥିଲା ।
The post ଟ୍ରକ ପଛରୁ ଧକ୍କା ଦେଲା ଆଇଚର୍: ଚାଳକ ମୃତ appeared first on Dharitri Odia News.