ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ
ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦେଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସ୍ପିଙ୍କ ସହ ପୋଲିସ ପହଞ୍ଚି ତଦନ୍ତ କରୁଛି। The post ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ appeared first on Dharitri Odia News.
ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦେଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସ୍ପିଙ୍କ ସହ ପୋଲିସ ପହଞ୍ଚି ତଦନ୍ତ କରୁଛି।
The post ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ appeared first on Dharitri Odia News.