ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ, ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ବ୍ରହ୍ମପୁର: ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ । ୩ଜଣ ବ୍ୟାଙ୍କ ଗ୍ରାହକଙ୍କୁ ବିଶ୍ୱାସ ଜନ୍ମାଇ ସେମାନଙ୍କ ଠାରୁ ୪୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁରର ଗୋଶାଣୀନୂଆଗାଁ ପୋଲିସ । ଚନ୍ଦନ କୁମାର ପାଢ଼ୀ, ଏମ ଦେବୀ ପ୍ରସାଦ ଓ ସନ୍ଦୀପ କୁମାର ସାହୁ ଧର୍ମନଗରରେ ଥିବା ଘରୋଇ ବ୍ୟାଙ୍କ ଶାଖାରୁ ଋଣ ଉଠାଇଥିଲେ । ସେଠାରେ ଥିବା ବ୍ୟାଙ୍କ ମ୍ୟାନେଜର ପ୍ରଲୋଭନ ଦେଖାଇ […] The post ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ, ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ appeared first on KNews Odisha.

ବ୍ରହ୍ମପୁର: ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ । ୩ଜଣ ବ୍ୟାଙ୍କ ଗ୍ରାହକଙ୍କୁ ବିଶ୍ୱାସ ଜନ୍ମାଇ ସେମାନଙ୍କ ଠାରୁ ୪୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁରର ଗୋଶାଣୀନୂଆଗାଁ ପୋଲିସ । ଚନ୍ଦନ କୁମାର ପାଢ଼ୀ, ଏମ ଦେବୀ ପ୍ରସାଦ ଓ ସନ୍ଦୀପ କୁମାର ସାହୁ ଧର୍ମନଗରରେ ଥିବା ଘରୋଇ ବ୍ୟାଙ୍କ ଶାଖାରୁ ଋଣ ଉଠାଇଥିଲେ । ସେଠାରେ ଥିବା ବ୍ୟାଙ୍କ ମ୍ୟାନେଜର ପ୍ରଲୋଭନ ଦେଖାଇ ଭଲ ସ୍ଥାନରେ ଟଙ୍କା ନିବେଶ କରିବା କହି ସେମାନଙ୍କୁ ଠକିଦେଇଥିଲେ ।
The post ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ, ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ appeared first on KNews Odisha.