ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌

ଭୁବନେଶ୍ବର,୧୧।୨: ଭୁବନେଶ୍ବର ୪ନମ୍ବର ହସ୍ପିଟାଲ ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ରେଡକ୍ରସ ଭବନ ଆଡୁ ଦ୍ରୁତ ଗତିରେ ମାଡ଼ିଆସି ଏକ BMW କାର୍‌ ରାସ୍ତା ବାରିକେଡ ଭାଙ୍ଗି ଜଣଙ୍କ ଘରେ ପଶି ଯାଇଥିଲା। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି […] The post ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌ appeared first on Dharitri Odia News.

ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌

ଭୁବନେଶ୍ବର,୧୧।୨: ଭୁବନେଶ୍ବର ୪ନମ୍ବର ହସ୍ପିଟାଲ ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ରେଡକ୍ରସ ଭବନ ଆଡୁ ଦ୍ରୁତ ଗତିରେ ମାଡ଼ିଆସି ଏକ BMW କାର୍‌ ରାସ୍ତା ବାରିକେଡ ଭାଙ୍ଗି ଜଣଙ୍କ ଘରେ ପଶି ଯାଇଥିଲା।

ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌ appeared first on Dharitri Odia News.