ଧାନ ରୋଇ ଫେରୁଥିଲେ ଓଲଟିଲା ପିକ୍ଅପ୍, ୫ ମୃତ ଓ ୨୫ ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର
ଧର୍ମଗଗଡ଼ (କଳାହାଣ୍ଡି) : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଶ୍ରମିକ ବୋଝେଇ ପିକଅପ୍ ଭ୍ୟାନ୍ । ୫ ଜଣ ମୃତ ଓ ୨୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ। ସେଠାରୁ କାମ ସାରି ଫେରିବା ସମୟରେ ଡୋକରିପଡା ନିକଟରେ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା […] The post ଧାନ ରୋଇ ଫେରୁଥିଲେ ଓଲଟିଲା ପିକ୍ଅପ୍, ୫ ମୃତ ଓ ୨୫ ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର appeared first on KNews Odisha.

ଧର୍ମଗଗଡ଼ (କଳାହାଣ୍ଡି) : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଶ୍ରମିକ ବୋଝେଇ ପିକଅପ୍ ଭ୍ୟାନ୍ । ୫ ଜଣ ମୃତ ଓ ୨୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ। ସେଠାରୁ କାମ ସାରି ଫେରିବା ସମୟରେ ଡୋକରିପଡା ନିକଟରେ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁତର ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ, ଜୁନାଗଡ଼ ଏବଂ ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
The post ଧାନ ରୋଇ ଫେରୁଥିଲେ ଓଲଟିଲା ପିକ୍ଅପ୍, ୫ ମୃତ ଓ ୨୫ ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର appeared first on KNews Odisha.