ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ନିଖୋଜର ଘଣ୍ଟାଏ ପରେ ମିଳିଲା ମୃତଦେହ

ପୁରୀ ୧୪।୫: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।ସୂଚନାଯୋଗ୍ୟ ଯେ, ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଥିଲେ । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଦୀର୍ଘ ୧ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ପୋଲିସ ।You Can Read:ବିରୋଧୀଙ୍କ ଦୀବି ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣର ପୁର୍ନବିଚାର କରନ୍ତୁ କେନ୍ଦ୍ର ସରକାର, ବିଜେପି କହିଲା ଉନ୍ନତି ପାଇଁ ଘରୋଇକରଣ  

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ନିଖୋଜର ଘଣ୍ଟାଏ ପରେ ମିଳିଲା ମୃତଦେହ

ପୁରୀ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଥିଲେ । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଦୀର୍ଘ ୧ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ପୋଲିସ ।

You Can Read:

ବିରୋଧୀଙ୍କ ଦୀବି ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣର ପୁର୍ନବିଚାର କରନ୍ତୁ କେନ୍ଦ୍ର ସରକାର, ବିଜେପି କହିଲା ଉନ୍ନତି ପାଇଁ ଘରୋଇକରଣ