ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ
ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି ଅବସରରେ ତାଙ୍କର ଯତ୍ନ ନେଉଥିବା ନର୍ସଙ୍କୁ ଖୁସି କରାଇବାକୁ ଚାହିଁଥିଲେ। ଡାକ୍ତରଖାନାର ବିଛଣାରେ ପଡ଼ି ଚିକିତ୍ସିତ ହେଉଥିବା ସମୟରେ ପ୍ରାଞ୍ଜଳୀ ନିଜ ଟ୍ୟାବ୍ରେ ଉକ୍ତ ନର୍ସଙ୍କର ଏକ ଅବିକଳ ଡିଜିଟାଲ୍ ଫଟୋ ପ୍ରସ୍ତୁତ କରିଥିଲେ। ନିଜର ଅବିକଳ ଚିତ୍ରକୁ ଦେଖି ନର୍ସ ଜଣଙ୍କ ଖୁସିରେ ବିଭୋର ହୋଇ ଉଠିଥିଲେ। The post ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ appeared first on Dharitri Odia News.
ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି ଅବସରରେ ତାଙ୍କର ଯତ୍ନ ନେଉଥିବା ନର୍ସଙ୍କୁ ଖୁସି କରାଇବାକୁ ଚାହିଁଥିଲେ। ଡାକ୍ତରଖାନାର ବିଛଣାରେ ପଡ଼ି ଚିକିତ୍ସିତ ହେଉଥିବା ସମୟରେ ପ୍ରାଞ୍ଜଳୀ ନିଜ ଟ୍ୟାବ୍ରେ ଉକ୍ତ ନର୍ସଙ୍କର ଏକ ଅବିକଳ ଡିଜିଟାଲ୍ ଫଟୋ ପ୍ରସ୍ତୁତ କରିଥିଲେ। ନିଜର ଅବିକଳ ଚିତ୍ରକୁ ଦେଖି ନର୍ସ ଜଣଙ୍କ ଖୁସିରେ ବିଭୋର ହୋଇ ଉଠିଥିଲେ।
The post ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ appeared first on Dharitri Odia News.