ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର ୧୯।୩: ନାବାଳିକା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ପୋକ୍ସ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଉଦ୍ଧବ ନାହାକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଦେଇଛନ୍ତି କୋର୍ଟ । ଅନ୍ୟ ଏକ ସେକ୍ସନରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ଦେଇଛନ୍ତି । ପୀଡ଼ିତାଙ୍କୁ ୬ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।You Can Read :ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି, ଜଟଣୀରେ ଜମୁଛି ରଙ୍ଗ କିଣାବିକାର ଆସର 

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର ୧୯।୩: ନାବାଳିକା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ପୋକ୍ସ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଉଦ୍ଧବ ନାହାକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଦେଇଛନ୍ତି କୋର୍ଟ । ଅନ୍ୟ ଏକ ସେକ୍ସନରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ଦେଇଛନ୍ତି । ପୀଡ଼ିତାଙ୍କୁ ୬ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

You Can Read :

ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି, ଜଟଣୀରେ ଜମୁଛି ରଙ୍ଗ କିଣାବିକାର ଆସର