ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ବର ୧୫।୪: ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି ଟିମ୍ । ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ବ୍ୟବହାରକୁ ନେଇ ବିଜେଡି ଭୋଟ୍ ମାଗୁଛି । ମନ୍ଦିରର ଭୋଟରଙ୍କୁ ନେଇ ଶପଥ ପାଠ କରାଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ସବୁ ତଥ୍ୟ ଭିଡିଓଗ୍ରାଫି କରି ସିଡି ଜରିଆରେ ସିଇଓଙ୍କୁ ଦେଇଛି ବିଜେପି । ତେଣୁ ବିଜେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି । ବିଜେଡିର ଏପରି କର୍ଯ୍ୟବିଧି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ନିୟମ ଭଙ୍ଗ କରୁଛି ବୋଲି ବିଜେପି କହିଛି । ଅନ୍ୟପଟେ ଅଫିସର ମାନେ ବିଜେଡି ପ୍ରାର୍ଥୀଙ୍କୁ ସପୋର୍ଟ କରୁଥିବା ମଧ୍ୟ ବିଜେପି ଅଭିଯୋଗ ଆଣିଛି ।You Can Read :ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର, ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍

ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ବର ୧୫।୪: ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି ଟିମ୍ । ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ବ୍ୟବହାରକୁ ନେଇ ବିଜେଡି ଭୋଟ୍ ମାଗୁଛି । ମନ୍ଦିରର ଭୋଟରଙ୍କୁ ନେଇ ଶପଥ ପାଠ କରାଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ସବୁ ତଥ୍ୟ ଭିଡିଓଗ୍ରାଫି କରି ସିଡି ଜରିଆରେ ସିଇଓଙ୍କୁ ଦେଇଛି ବିଜେପି । ତେଣୁ ବିଜେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି । ବିଜେଡିର ଏପରି କର୍ଯ୍ୟବିଧି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ନିୟମ ଭଙ୍ଗ କରୁଛି ବୋଲି ବିଜେପି କହିଛି । ଅନ୍ୟପଟେ ଅଫିସର ମାନେ ବିଜେଡି ପ୍ରାର୍ଥୀଙ୍କୁ ସପୋର୍ଟ କରୁଥିବା ମଧ୍ୟ ବିଜେପି ଅଭିଯୋଗ ଆଣିଛି ।

You Can Read :

ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର, ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍