ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପିତାଙ୍କ ସହ ଇନଷ୍ଟାଗ୍ରାମରେ ପିଲାଦିନର ଫଟୋ ଶେୟାର କରିଛନ୍ତି। ସେ ପଟୋ ସହିତ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ରାହୁଲ ଗାନ୍ଧୀ ଏକ୍ସରେ ଲେଖିଛନ୍ତି, ପାପା, ତୁମର ସ୍ବପ୍ନ, ମୋର ସ୍ବପ୍ନ, ତୁମର ଆକାଂକ୍ଷା, ମୋର ଦାୟିତ୍ୱ। ତୁମର ସ୍ମୃତି, ଆଜି ଏବଂ […] The post ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା appeared first on Dharitri Odia News.

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପିତାଙ୍କ ସହ ଇନଷ୍ଟାଗ୍ରାମରେ ପିଲାଦିନର ଫଟୋ ଶେୟାର କରିଛନ୍ତି। ସେ ପଟୋ ସହିତ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି।
ରାହୁଲ ଗାନ୍ଧୀ ଏକ୍ସରେ ଲେଖିଛନ୍ତି, ପାପା, ତୁମର ସ୍ବପ୍ନ, ମୋର ସ୍ବପ୍ନ, ତୁମର ଆକାଂକ୍ଷା, ମୋର ଦାୟିତ୍ୱ। ତୁମର ସ୍ମୃତି, ଆଜି ଏବଂ ସର୍ବଦା ମୋ ହୃଦୟରେ।
ସୂଚନାଯୋଗ୍ୟ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ମେ ୨୧, ୧୯୯୧ରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରାଯାଇଥିଲା।

The post ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା appeared first on Dharitri Odia News.