ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ସେଣ୍ଟ୍ରିଙ୍ଗ୍ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଆହାତ ହୋଇଛନ୍ତି  । ୫ ଜଣ ଶ୍ରମିକ ଏକ ଘର ଛାତର ସେଣ୍ଟ୍ରିଙ୍ଗ୍ ଖୋଲୁଥିବା ବେଳେ ହଠାତ ଛାତ ପଡ଼ିଯାଇଥିଲା ।  ଫଳରେ ଘଟଣାସ୍ଥଳରେ ଶ୍ରମିକ ଦେବରାଜ ଜାନୀଙ୍କ ମୃତ୍ୟୁ ହୋଇଯାଇଛି  । ଏଥିରେ ଅନ୍ୟ […] The post ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ appeared first on KNews Odisha.

ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ
ps

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ସେଣ୍ଟ୍ରିଙ୍ଗ୍ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଆହାତ ହୋଇଛନ୍ତି  । ୫ ଜଣ ଶ୍ରମିକ ଏକ ଘର ଛାତର ସେଣ୍ଟ୍ରିଙ୍ଗ୍ ଖୋଲୁଥିବା ବେଳେ ହଠାତ ଛାତ ପଡ଼ିଯାଇଥିଲା ।  ଫଳରେ ଘଟଣାସ୍ଥଳରେ ଶ୍ରମିକ ଦେବରାଜ ଜାନୀଙ୍କ ମୃତ୍ୟୁ ହୋଇଯାଇଛି  । ଏଥିରେ ଅନ୍ୟ ଚାରିଜଣ ଶ୍ରମିକ ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି  ।

 

The post ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ appeared first on KNews Odisha.