ପଟାଙ୍ଗି ବିଧାନସଭା ଆସନରୁ କଂଗ୍ରେସ ବିଜୟୀ
ଜୟପୁର,୪।୬: କୋରାପୁଟ ଜିଲା ପଟାଙ୍ଗି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କଡାମ ୧୯୦୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ରାମଚନ୍ଦ୍ର ୫୨୦୪ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଳ କୁମାର ପାଙ୍ଗି ୫୦୧୧୭ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ନନ୍ଦିବାଲି ଚତନ୍ୟ ୩୫୨୪୭ ଖଣ୍ଡ ଭୋଟ ପାଇଛନ୍ତି। The post ପଟାଙ୍ଗି ବିଧାନସଭା ଆସନରୁ କଂଗ୍ରେସ ବିଜୟୀ appeared first on Dharitri Odia News.
ଜୟପୁର,୪।୬: କୋରାପୁଟ ଜିଲା ପଟାଙ୍ଗି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କଡାମ ୧୯୦୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ରାମଚନ୍ଦ୍ର ୫୨୦୪ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଳ କୁମାର ପାଙ୍ଗି ୫୦୧୧୭ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ନନ୍ଦିବାଲି ଚତନ୍ୟ ୩୫୨୪୭ ଖଣ୍ଡ ଭୋଟ ପାଇଛନ୍ତି।
The post ପଟାଙ୍ଗି ବିଧାନସଭା ଆସନରୁ କଂଗ୍ରେସ ବିଜୟୀ appeared first on Dharitri Odia News.