ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ : ଦୁଇ ଯୁବକ ଗୁରୁତର, ୩ ଅଟକ

ଭୁବନେଶ୍ବର ୧୮।୬: ଭୁବନେଶ୍ବର ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ଫଳରେ ଦୁଇ ଗୁରୁତର ହୋଇଛନ୍ତି । ପୋଲିସର ତଦନ୍ତ ଆରମ୍ଭ ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ପୋଲିସ ।You Can Read :ଶ୍ରୀମନ୍ଦିରରେ ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ : ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ

ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ : ଦୁଇ ଯୁବକ ଗୁରୁତର, ୩ ଅଟକ

ଭୁବନେଶ୍ବର ୧୮।୬: ଭୁବନେଶ୍ବର ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ଫଳରେ ଦୁଇ ଗୁରୁତର ହୋଇଛନ୍ତି । ପୋଲିସର ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ପୋଲିସ ।

You Can Read :

ଶ୍ରୀମନ୍ଦିରରେ ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ : ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ