ପଦାରେ ପଡ଼ିଲା ମାହାଙ୍ଗା ବିଜେପି କଳି

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗାରେ ପଦାରେ ପଡିଲା ବିଜେପି କଳି। କଟକ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକରେ ହାତାହାତି ହୋଇଛନ୍ତି ବିଜେପି... The post ପଦାରେ ପଡ଼ିଲା ମାହାଙ୍ଗା ବିଜେପି କଳି appeared first on .

ପଦାରେ ପଡ଼ିଲା ମାହାଙ୍ଗା ବିଜେପି କଳି

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗାରେ ପଦାରେ ପଡିଲା ବିଜେପି କଳି। କଟକ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକରେ ହାତାହାତି ହୋଇଛନ୍ତି ବିଜେପି କର୍ମୀ। ବାରଙ୍ଗ ଆରା ମଣ୍ଡପରେ ବିଜେପି କର୍ମୀଙ୍କ ଭିତରେ ହାତାହାତି ହୋଇଛି। ମହାଙ୍ଗା ସ୍ଵାଧୀନ ବିଧାୟକ ସାରଦା ପ୍ରଧାନଙ୍କର ବ୍ୟାନରରେ ଫଟୋ ମାରିବାକୁ କେନ୍ଦ୍ର କରି ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି। ମହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ସମର୍ଥକ ବିରୋଧ କରି ଫଟୋ ଉପରେ ଛକି ପକାଇବାକୁ ଯିବା ବେଳେ ତୁଷାର ଚକ୍ରବର୍ତ୍ତି ଓ ଅଭୟ ବାରିକଙ୍କ ସମର୍ଥକମାନେ ଧକ୍କା ମାରିଥିଲେ। ଏହି ସମୟରେ ମାହାଙ୍ଗା ଯୁବମୋର୍ଚ୍ଚାର ବିପ୍ର ପ୍ରସାଦ ଦାସ ଓ ବିକାଶ ସ୍ୱାଇଁଙ୍କ ମୁହଁ ଫାଟିଥିଲା। ଦିନକୁ ଦିନ ମାହାଙ୍ଗା ବିଜେପିରେ କଳି ଉଗ୍ର ରୂପ ନେବାରେ ଲାଗିଛି।

The post ପଦାରେ ପଡ଼ିଲା ମାହାଙ୍ଗା ବିଜେପି କଳି appeared first on .