ପାକିସ୍ତାନ ହାତରେ କେତେ ସୁରକ୍ଷିତ ପରମାଣୁ ବୋମା?
ପାକିସ୍ତାନ ହାତରେ କେତେ ସୁରକ୍ଷିତ ପରମାଣୁ ବୋମା?, ପାକିସ୍ତାନରେ ଥିବା ପରମାଣୁ ବୋମା ଆତଙ୍କବାଦୀ ସଂଗଠନଙ୍କ ହାତକୁ ଚାଲିଯିବନି ତ?, ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି ଠିକ ଅଛି ତ? ଏଭଳି କିଛି ପ୍ରଶ୍ନ ଉଠାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି ଚେତାଇ ଦେଇଛନ୍ତି।