ପୁଣି ଜୀବନ ନେଲା ଡିପ୍‌ଥେରିଆ, ଏମ୍‌କେସିଜିରେ ବୁଜିଲା ଆଖି

ବ୍ରହ୍ମପୁର ୨୮/୦୬: ଡରାଉଛି ଡେପଥେରିଆ ରୋଗ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୂର୍ବରୁ ଦୁଇ ଶିଶୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣେ ଡେପଥେରିଆ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ମୃତ୍ୟୁ ସଂଖ୍ୟା ଏବେ ତିନିରେ ପହଞ୍ଚିଛି । ମୃତକ ଶିଶୁ ଜଣକ କୋରାପୁଟ ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କତୃପକ୍ଷ କହିଛନ୍ତି । ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମ କେ ସି ଜି ସ୍ଥାନାନ୍ତରିତ ହୋଉଥିଵା ବେଳେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା କୁହାଯାଉଛି । 