ପୂଜା ଘରେ ରଖନ୍ତୁନି ଏହି ମୂର୍ତ୍ତି, ଘର ପାଇଁ ହେବ ଦୁର୍ଭାଗ୍ୟର କାରଣ…

ନୂଆଦିଲ୍ଲୀ ୨୦।୦୭: ପ୍ରତି ଘରେ ପୂଜା ଘର ରହିଛି । ଏଥିରେ ସମସ୍ତେ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି। କିନ୍ତୁ ଏପରି କିଛି ମୂର୍ତ୍ତି ରହିଛି ଯାହା ଘର ପାଇଁ ହୋଇପାରେ ଦୁର୍ଭାଗ୍ୟର କାରଣ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ଏହି ମୂର୍ତ୍ତି ଗୁଡିକୁ ଘରେ ଭୁଲ୍ରେ ବି ରଖିବା ଉଚିତ୍ ନୁହେଁ । ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କେବଳ ଏତିକି ନୁହେଁ ଘରେ ସମସ୍ୟା ଉପୁଜିବାର କାରଣ ମଧ୍ୟ ହୋଇପାରେ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ପୂଜା ଘରେ କୌଣସି ଦେବତାଙ୍କର ଭଙ୍ଗା ମୂର୍ତ୍ତି ଭୁଲରେ ମଧ୍ୟ ରଖିବା ଉଚିତ୍ ନୁହେଁ। ପୂଜା ଘରେ ଭଙ୍ଗା ମୂର୍ତ୍ତି ରଖିବା ଭଗବାନଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ପୂଜା ଘରେ ରଖାଯାଇଥିବା ଭଙ୍ଗା ମୂର୍ତ୍ତି ଘରେ ନକାରାତ୍ମକ ପରିବେଶ ସୃଷ୍ଟି କରିପାରେ। ଏପରି ଅବସ୍ଥାରେ ରଖାଯାଇଥିବା ଭଗବାନ ପ୍ରତିମା ଦୁର୍ଭାଗ୍ୟର କାରଣ ହୋଇପାରେ। ଏପରି ଘରେ  କେବେବି ଖୁସି ରହିନଥାଏ । ତେଣୁ ପୂଜା ଘରେ ମୂର୍ତ୍ତି ରଖିବା ପୂର୍ବରୁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ ।

ପୂଜା ଘରେ ରଖନ୍ତୁନି ଏହି ମୂର୍ତ୍ତି, ଘର ପାଇଁ ହେବ ଦୁର୍ଭାଗ୍ୟର କାରଣ…

ନୂଆଦିଲ୍ଲୀ ୨୦।୦୭: ପ୍ରତି ଘରେ ପୂଜା ଘର ରହିଛି । ଏଥିରେ ସମସ୍ତେ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି। କିନ୍ତୁ ଏପରି କିଛି ମୂର୍ତ୍ତି ରହିଛି ଯାହା ଘର ପାଇଁ ହୋଇପାରେ ଦୁର୍ଭାଗ୍ୟର କାରଣ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ଏହି ମୂର୍ତ୍ତି ଗୁଡିକୁ ଘରେ ଭୁଲ୍ରେ ବି ରଖିବା ଉଚିତ୍ ନୁହେଁ । ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । 

କେବଳ ଏତିକି ନୁହେଁ ଘରେ ସମସ୍ୟା ଉପୁଜିବାର କାରଣ ମଧ୍ୟ ହୋଇପାରେ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ପୂଜା ଘରେ କୌଣସି ଦେବତାଙ୍କର ଭଙ୍ଗା ମୂର୍ତ୍ତି ଭୁଲରେ ମଧ୍ୟ ରଖିବା ଉଚିତ୍ ନୁହେଁ। ପୂଜା ଘରେ ଭଙ୍ଗା ମୂର୍ତ୍ତି ରଖିବା ଭଗବାନଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଏ। 

ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ପୂଜା ଘରେ ରଖାଯାଇଥିବା ଭଙ୍ଗା ମୂର୍ତ୍ତି ଘରେ ନକାରାତ୍ମକ ପରିବେଶ ସୃଷ୍ଟି କରିପାରେ। ଏପରି ଅବସ୍ଥାରେ ରଖାଯାଇଥିବା ଭଗବାନ ପ୍ରତିମା ଦୁର୍ଭାଗ୍ୟର କାରଣ ହୋଇପାରେ। ଏପରି ଘରେ  କେବେବି ଖୁସି ରହିନଥାଏ । ତେଣୁ ପୂଜା ଘରେ ମୂର୍ତ୍ତି ରଖିବା ପୂର୍ବରୁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ ।